ବାହୁନା

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

ଅର୍ଥ: ପ୍ରିୟ ବ୍ୟକ୍ତିକୁ ସ୍ମରଣ କରି ପାଟି କରି କାନ୍ଦିବା, ବିଳାପ କରିବା ।

ଶବ୍ଦ ଉତ୍ପତ୍ତି[ସମ୍ପାଦନା]

ବାହୁନା ଶବ୍ଦଟି ବାହୁନିବା (କ୍ରିୟାପଦ)ରୁ ଉତ୍ପତ୍ତି ଲାଭ କରିଛି ।

ଦ୍ରଷ୍ଟବ୍ୟ[ସମ୍ପାଦନା]

କୌଣସି ସଂପ୍ରଦାୟର ଝିଅମାନେ ଶାଶୁଘରକୁ ଯିବା ପୂର୍ବରୁ ବାହୁନା ଶିଖନ୍ତି, ବାହୁନିବା ପ୍ରସଙ୍ଗରେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲନ୍ତି । ପରିବାରର ବୟୋଜ୍ୟୋଷ୍ଠା ନାରୀମାନେ ଝିଅମାନଙ୍କୁ ଏହି ବାହୁନା ଶିଖାଇଥାନ୍ତି ।[୧]

ଆଧାର[ସମ୍ପାଦନା]

ବାହୁନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଣ୍ଣନା)[ସମ୍ପାଦନା]

୧. ବାହୁନିବା; ପ୍ରିୟ ବ୍ୟକ୍ତିକୁ ବା ପଦାର୍ଥକୁ ସ୍ମରଣ କରି ପାଟି କରି କାନ୍ଦିବା; ବିଳାପ କରିବା — ୧. To bewail a dear departed thing.

[ଦ୍ରଷ୍ଟବ୍ୟ —କୌଣସି କୌଣସି ସଂପ୍ରଦାୟରେ ଝିଅମାନେ ଶାଶୁଘରକୁ ଯିବା ପୂର୍ବେ ବାହୁନା ଶିଖନ୍ତି; ବାହୁନିବା ପ୍ରସଙ୍ଗରେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲନ୍ତି ବର୍ଷିୟସୀମାନେ କନ୍ୟାମାନଙ୍କୁ ବାହୁନା ଶିଖାନ୍ତି]


୨. ଦୋଷ ଦେଖାଇବା; ଖୁଣିବା; ତିଆରିବା —୨. Pointing out one's faults; cavilling at a person.