ବାହୁନିବା
ଦେଖଣା
ବାହୁନିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହୁନିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବର୍ଣ୍ଣ ଧାତୁ)
[ସମ୍ପାଦନା]- ୧. ଗୁଣ ବର୍ଣ୍ଣନା କରି କାନ୍ଦିବା; ଗୁଣ ସୁମରି ବଡ଼ପାଟି କରି କାନ୍ଦିବା — ୧. To bewail.
- ୧. ଉଘେଇବାଚ ପରେ ଦୋଷ ଦେଖାଇ କହିବା; ଖୁଣିବା —୨. To cavil at.