ବାହୁପ୍ଳବନ
ହସ୍ତଦ୍ୱାରା ସନ୍ତରଣ କରିବା କ୍ରିୟା — The act of swimming with the help of the hands only.
ବାହୁପ୍ଳବନରେ କେତେଦୂର ଯିବା ଅନ୍ତତ ନାହିଁ ଅର୍ଣ୍ଣବେ ଯେ ଭଞ୍ଜ. ବୈଦେହୀଶବିଳାସ