Jump to content

ବାହୁମୂଳ

ଉଇକିଅଭିଧାନ‌ରୁ

ବାହୁମୂଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ ବାହୁ+ମୂଳ)

[ସମ୍ପାଦନା]
୧. ବଗଲ; କାଖ— ସନ୍ଧି —୧. Armpit.
୨. ଡେଣା —୨. The root of the arm.