Jump to content

ବାହୁଲ୍ୟ

ଉଇକିଅଭିଧାନ‌ରୁ

ବାହୁଲ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁଳ+ଭାବ. ଯ)

[ସମ୍ପାଦନା]
୧. ବହୁଳତା; ଅଧିକ୍ୟ; ଆତିଶଯ୍ୟ —୧. Excess; multiuplicity; abundance.
୨. ଅତିଶୟୋକ୍ତି — ୨. Exaggeration.