ବାହୁଳ
ଦେଖଣା
ବାହୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁଳ+ଭାବ. ଅ)
[ସମ୍ପାଦନା]- ୧. ବହୁଳତା —Excess
- ୨. (ବହୁଳା=କୃତିକାନକ୍ଷତ୍ରଯୁକ୍ତା ପୂର୍ଣ୍ଣିମା+ଅ)— କାର୍ତ୍ତିକ ମାସ —୨. The month of 'Kārttika
- ୩. (ବହୁଳ=ଅଗ୍ନି+ସ୍ୱାର୍ଥେ. ଅ) ଅଗ୍ନି —୩. Fire
ବାହୁଳ ପ୍ରାୟେ ତପସ୍ୱୀ ଜଳିଲେ—ଭଞ୍ଜ. ବୈଦେହୀଶବିଳାସ
- ୪. ବାହୁତ୍ରାଣ —୪. A mail to protect the arms.