Jump to content

ବାହୁସ୍ଫୋଟ

ଉଇକିଅଭିଧାନ‌ରୁ

ବାହୁସ୍ଫୋଟ

ଉଚ୍ଚାରଣ

[ସମ୍ପାଦନା]

ବାହୁବିସ୍ଫୋଟ, ବାହାସ୍ଫୋଟ, ବାହୁସ୍ଫୋଟକଅନ୍ୟରୂପ

ସଂସ୍କୃତ - ବି—(୬ଷ୍ଠୀ ତତ୍; ବାହୁ+ସ୍ଫୋଟ)

[ସମ୍ପାଦନା]

ମଲ୍ଲ ବା ଯୋଦ୍ଧାମାନଙ୍କର ବାହୁରେ କରତଳାଘାତ ଜନିତ ଶବ୍ଦ; ବାହୁଦ୍ୱୟକୁ ଚାପୁଡ଼େଇବା —Striking of one arm with the other hollowed palm producing a loud sound.