Jump to content

ବାହୁ କୁଣ୍ଠ

ଉଇକିଅଭିଧାନ‌ରୁ

ବାହୁ କୁଣ୍ଠ

ଉଚ୍ଚାରଣ

[ସମ୍ପାଦନା]

(ବାହୁକୁବ୍ୱ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ—(ବାହୁ+କୁଣ୍ଠ)

[ସମ୍ପାଦନା]
୧. କେମ୍ପା — ୧. Maimed in the hand.
୨. ବକ୍ରବାହୁ —୨. Of crooked hands.