Jump to content

ବାହ୍ଲିକ

ଉଇକିଅଭିଧାନ‌ରୁ

ବାହ୍ଲିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବଲହ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଇକ)

[ସମ୍ପାଦନା]
୧. ତାତାର୍ ସାମ୍ରାଜ୍ୟର ଦେଶବିଶେଷ; ବଲ୍ଲ ପ୍ରଦେଶ; ବକ୍ଟ୍ରିଆ ଦେଶ —୧. Balk; a country in Tartar.
୨. ଗନ୍ଧର୍ବବିଶେଷ —୨. Name of a heavenly chorister.
୩. ବଲ୍କ ଦେଶୀୟ ଅଶ୍ୱ — ୩. A house of the Balk country.
୪. କୁଙ୍କୁମ — ୪. Saffron.
୫. ହେଙ୍ଗୁ —୫. Asafœtida.