ବାହ୍ୟ
ଦେଖଣା
ବାହ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (ବହ୍ ଧାତୁ+କର୍ମ. ଯ)—ବହନଯୋଗ୍ୟ; ବହନୀୟ —୧. To be carried; bearable.
- ୨. (ବହିଃ+ଯ) ବହିସ୍ଥ —୨. External.
- ୩. ବହିର୍ଦ୍ଦେଶରେ ସ୍ଥିତ —୩. Situated outside.
ବିଶେଷ୍ୟ -
[ସମ୍ପାଦନା]- ୧. ଯାନ; ବାହନ —୧. Conveyance.
- ୨. ଭାରବାହୀ ପଶୁ —୨. A beast of burden.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବହିର୍ଦ୍ଦେଶ —Outskirts; exterior.
[ଦ୍ରଷ୍ଟବ୍ୟ —ଏହି ବାହ୍ୟ ଶବ୍ଦର ବିଶେଷ୍ୟ ଅର୍ଥରେ ପ୍ରାଚୀନ ସଂସ୍କୃତରେ ବ୍ୟବହାର ନାହିଁ; କିନ୍ତୁ ପରବର୍ତ୍ତୀ ତାଜତରଙ୍ଗୀ ଆଦି ସଂସ୍କୃତ ଗ୍ରନ୍ଥମାନଙ୍କରେ ଏହାର ପ୍ରୟୋଗ ଦେଖାଯାଏ]