Jump to content

ବାହ୍ୟାୟାମ

ଉଇକିଅଭିଧାନ‌ରୁ

ବାହ୍ୟାୟାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାୟୁରୋଗ ବିଶେଷ, ଯହିଁରେ ପିଠିରେ ଶିରା ଖେଞ୍ଚି ହୁଏ ଓ ଦେହ ପିଠି ଆଡ଼କୁ ଝଙ୍କେ; ଧନୁ— ସ୍ତମ୍ଭ ରୋଗ — A kind of tetanus.