ବାହ୍ୟେନ୍ଦ୍ରିୟ
ବାହାରର ପଞ୍ଚ ଜ୍ଞାନେନ୍ଦ୍ରିୟ —The extetnal organs of sense.
[ଦ୍ରଷ୍ଟବ୍ୟ —ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଓ ତ୍ୱକ୍ ଏହି ପାଞ୍ଚଗୋଟିକୁ ବାହ୍ୟେନ୍ଦ୍ରିୟ କୁହାଯାଏ]