Jump to content

ବାହ୍ୟ ଜ୍ଞାନ ଶୂନ୍ୟ

ଉଇକିଅଭିଧାନ‌ରୁ

ବାହ୍ୟ ଜ୍ଞାନ ଶୂନ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଆପଣାର ଚାରିପାଖେ ଥିବା ବସ୍ତୁ ସମ୍ୱନ୍ଧେ ଜ୍ଞାନରହିତ; ବେହୋସ୍ — Unconious of outside matters; completely insensible to what occurs.

୨. ଆନ୍ତରିକ ଧ୍ୟାନଯୋଗୁଁ ବାହାରରେ ଚେତା ବୁଡ଼ିଥିବା — ୨. Quite absorbed in an introspective cantemplation.