Jump to content

ବା଼ଡ଼ି ମାରିବା

ଉଇକିଅଭିଧାନ‌ରୁ

ବା଼ଡ଼ି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ଧାରରେ ଚାଲିବା ବାଟକୁ ବା ପାଣିକୁ ଯଷ୍ଟି ସାହାଯ୍ୟରେ ଉଣ୍ଡି କରିଯିବା
୨. ବାଡ଼ିଦ୍ୱାରା ଜଳର ଗଭୀରତାକୁ କଣ୍ଟିବା