Jump to content

ବାୟ

ଉଇକିଅଭିଧାନ‌ରୁ

ବାୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେ ଧାତୁ=ବୁଣିବା+ଭାବେ. ଅ)

[ସମ୍ପାଦନା]

ବୟନ; ଲୁଗା ବୁଣିବା —Weaving.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ବାୟୁ ପବନ —Wind.

ବାଳନ୍ଦୀ ବିଷ ଜଳ ଭୟେ ପକ୍ଷିଏ ନ ଉଡ଼ନ୍ତି ବାୟେ ଜଗନ୍ନାଥ. ଭାଗବତ