Jump to content

ବାୟନ

ଉଇକିଅଭିଧାନ‌ରୁ

ବାୟନ

ଉଚ୍ଚାରଣ

[ସମ୍ପାଦନା]

(ବାୟନକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେବ ପୂଜା ବା ଉତ୍ସବାଦି ଉପଲକ୍ଷେ ପ୍ରସ୍ତୁତ ମିଷ୍ଟାନ୍ନ (ହିନ୍ଦୀ - ଶ) —୧. Sweetmeats prepared on occasions of religious worship or social festivals.
୨. ଭେଟ; ଉପହାର (ହିନ୍ଦୀ - ଶ) —୨. Present.
୩. ଉତ୍ସବାଦି ଉପଲକ୍ଷେ ବନ୍ଧୁମାନଙ୍କଠାକୁ ପ୍ରେରିତ ମିଷ୍ଟନ୍ନ (ହିନ୍ଦୀ - ଶ) —୩. Present of sweet sent to friends and relations on ceremonial, or festive occassions.