Jump to content

ବାୟବ

ଉଇକିଅଭିଧାନ‌ରୁ

ବାୟବ

ଉଚ୍ଚାରଣ

[ସମ୍ପାଦନା]

ବାୟବୀୟ, ବାୟବଅନ୍ୟରୂପ

  • (file)

ସଂସ୍କୃତ - ବିଶେଷଣ - (ବାୟୁ+ଅ)

[ସମ୍ପାଦନା]
୧. ବାୟୁ ସମ୍ୱନ୍ଧୀୟ — ୧. Relating to wind; windy; ærial.
୨. ବାୟୁ କୋଣ ବା ଉତ୍ତର ପଶ୍ଚିମ ଦିଗ ସମ୍ୱନ୍ଧୀୟ —୨. Relating to the morth-western quarter of the globe.
୩. ବାୟୁ ଚାଳିତ —୩. Turned or moved by air.
୪. ବାୟୁ ଦୈବତ; ଯହିଁର ଦେବତା ବାୟୁ (ହିନ୍ଦୀ - ଶ) — ୪. Having the wind-god as its presiding Deity.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉତ୍ତର ପଶ୍ଚିମ ଦିଗ (ହିନ୍ଦୀ - ଶ) — ୧. The north western quarter.

[ଦ୍ରଷ୍ଟବ୍ୟ —ଏହି ଦିଗର ଦିକ୍ପାଳ ବାୟୁ ଅଟନ୍ତି]


୨. ପୁରାଣବିଶେଷ; ବାୟୁ ପୁରାଣ (ହିନ୍ଦୀ - ଶ.) — ୨. Name of a Hindu mythological treatise.
୩. ପ୍ରାଚୀନ ଯୁଦ୍ଧାସ୍ତ୍ରବିଶେଷ (ହିନ୍ଦୀ - ଶ.) —୩. Name of an ancient weapon of offence.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶରବିଶେଷ; ବାବଲ ଶର —Name of an arrow said to have been used in ancient times.