Jump to content

ବାୟବତା

ଉଇକିଅଭିଧାନ‌ରୁ

ବାୟବତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପବନରୁ ଘରର ଚାଳକୁ ରକ୍ଷା କରିବା ପାଇଁ ଚାଳ ଉପରେ ବନ୍ଧାଯିବା ବତା —The split bamboos which are tied on straw of a thatch to prevent the straw from being blown away by the wind.

ଅପଟଣୀ ଓଲଟଣୀ ଖଞ୍ଜି ବାୟବତା ମନ୍ଦିର ଦୃଛନା ଦିଶେ ଯେସନେକ ଛତା ପ୍ରାଚୀ. ବ୍ରହ୍ମନିରୂପଣଗୀତା