ବାୟବୀ
ଦେଖଣା
ବାୟବୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବାୟୁ+ଅ+ଈ)
[ସମ୍ପାଦନା]ବାୟୁକୋଣ; ଉତ୍ତରପଶ୍ଚିମ କୋଣ —The north-west quarter.
(ବାଏବୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାୟବୀ
|
ଦେଶଜ - ବିଶେଷଣ - (ସଂସ୍କୃତ - ବାୟବୀୟ; ବାୟବ; ବାୟବ୍ୟ=ବାୟୁକୋଣ ସମ୍ୱନ୍ଧୀୟ)
[ସମ୍ପାଦନା]- ୧. ବିଦେଶାଗତ ଅଜ୍ଞାତନାମା (ବ୍ୟକ୍ତି); ଅଜ୍ଞାତକୁଳଶୀଳ —୧. (a person) Who is an utter stranger;
- ୨. ନବାଗତ (ବ୍ୟକ୍ତି) — ୨. Newly arrived (person.)
[ଦ୍ରଷ୍ଟବ୍ୟ —ପ୍ରାଚୀନ ବୈଦିକ ଯୁଗଠାରୁ ଐତିହାସିକ ମୋଗଲ ଯୁଗ ପର୍ଯ୍ୟନ୍ତ ଭାରତକୁ ଯେତେ ବିଦେଶୀ ଆସିଥିଲେ ସେମାନେ ବାୟୁ ବା ଉତ୍ତର ପଶ୍ଚିମ କୋଣରୁ ଭାରତକୁ ଆସିଛନ୍ତି; ଅତଏବ ଏହି ଅର୍ଥରେ ଏହି ଶବ୍ଦର ପ୍ରୋୟଗ ଭାଷାରେ ଚଳିଅଛି]