Jump to content

ବାୟଲୀ

ଉଇକିଅଭିଧାନ‌ରୁ

ବାୟଲୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ବାଳା)

[ସମ୍ପାଦନା]

ମାଇପି ଲୋକ; ସ୍ତ୍ରୀ — Female; woman.

(ଯଥା—ବାୟଲୀକେ ଡାହାନୀ ଧରିଛେ=ସ୍ତ୍ରୀଲୋକକୁ ଡାହାଣୀ ଲାଗିଛି)