Jump to content

ବାୟସ

ଉଇକିଅଭିଧାନ‌ରୁ

ବାୟସ

ଉଚ୍ଚାରଣ

[ସମ୍ପାଦନା]
(ବାୟସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ବୟ ଧାତୁ=ଗମନ କରିବା+କର୍ତ୍ତୃ. ଅସ)

[ସମ୍ପାଦନା]
୧. କାକ; କୁଆ —୧. The crow.
୨. ଅଗୁରୁ — ୨. Agallochum; aloe-wood.
୩. ତାର୍ପିନ (ହିନ୍ଦୀ - ଶ.) —୩. Turpentine.