Jump to content

ବାୟୁଗ୍ରସ୍ତ

ଉଇକିଅଭିଧାନ‌ରୁ

ବାୟୁଗ୍ରସ୍ତ

ଉଚ୍ଚାରଣ

[ସମ୍ପାଦନା]
(ବାୟୁଗ୍ରସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ.—(୩ୟା ତତ୍)

[ସମ୍ପାଦନା]
୧. ବାତ ରୋଗଗ୍ରସ୍ତ; ବାତୁଳ —୧. Hypochocdriac; insane.
୨. ବାୟୁ ରୋଗାକ୍ରାନ୍ତ —୨. Suffering from disease of wind (e.g. gout)
୩. କୂପିତ ବାୟୁ ଯୋଗୁଁ ଫୁଲି ଥିବା —୩. Flatulent (Apte).