Jump to content

ବାୟୁପୁତ୍ର

ଉଇକିଅଭିଧାନ‌ରୁ

ବାୟୁପୁତ୍ର

ଉଚ୍ଚାରଣ

[ସମ୍ପାଦନା]

ବାୟୁ ତନୟ ବାୟୁ ଜାତ, ବାୟୁ ନନ୍ଦନ, ବାୟୁସୁତ , ବାୟୁସୂନୁ —ଅନ୍ୟରୂପ

ସଂସ୍କୃତ - ବି—(୬ଷ୍ଠୀ ତତ୍; ବାୟୁ+ପୁତ୍ର)

[ସମ୍ପାଦନା]
୧. ହନୁମାନ୍ — ୧. A name of Hunumān.
୨. ଭୀମ — ୨. A name of Bhīma.