Jump to content

ବାୟୁ ବାହ

ଉଇକିଅଭିଧାନ‌ରୁ

ବାୟୁ ବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବାୟୁ+ବାହ=ବାହନ; ବହୁବ୍ରୀହି, ଯାହାକୁ ବାୟୁ ବହନ କରେ)

[ସମ୍ପାଦନା]
୧. ମେଘ —୧. Cloud.
୨. ଧୂମ —୨. Smoke.
୩. ବାଷ୍ପ —୩. Vapour; steam.