Jump to content

ବାୟୁ ବେଗ

ଉଇକିଅଭିଧାନ‌ରୁ

ବାୟୁ ବେଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍)—ବାୟୁ ଚଳିବାର ସମୟନୁସାରେ ଦୁରତ୍ୱ —୧. Velocity of wind.
୨. ବାୟୁ ପରି ଚଞ୍ଚଳ ଗତି —The swiftness of wind.
(ବାୟୁବେଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ—(ବହୁବ୍ରୀହି)

[ସମ୍ପାଦନା]

ଶ୍ରୀଘ୍ରଗତି ବିଶିଷ୍ଟ —Fleet; swift.