ବାୟୁ ଭୁକ୍
ବାୟୁ ଭକ୍ଷ, ବାୟୁ ଭକ୍ଷଣ., ବାୟୁ ଭକ୍ଷ୍ୟ —ଅନ୍ୟରୂପ
ଯେ ପବନ ଭକ୍ଷଣ କରି ବଞ୍ଚେ —Subsisting on air only.
ସର୍ପ; ସାପ; ପନ୍ନଗାଶନ — Serpent.