Jump to content

ବିଂଶ

ଉଇକିଅଭିଧାନ‌ରୁ

ବିଂଶ

ଉଚ୍ଚାରଣ

[ସମ୍ପାଦନା]

(ବିଂଶତିତମ—ଅନ୍ୟରୂପ)

(ବିଂଶା; ବିଂଶତିତମା—ସ୍ତ୍ରୀ) 

କୋଡ଼ିଏ ସଂଖ୍ୟାର ପୂରକ; ଗଣନାରେ କୋଡ଼ିଏ ସ୍ଥାନୀୟ —Twenieth.

  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୋଡ଼ିଏ ଭାଗରୁ ଏକ ଭାଗ — One twentieth part (Apte).