Jump to content

ବିଂଶତିକରଜ

ଉଇକିଅଭିଧାନ‌ରୁ

ବିଂଶତିକରଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବିଂଶତିକର=ରାବଣ+ଜନ୍ ଧାତୁ+କର୍ତ୍ତୃ ଅ)

[ସମ୍ପାଦନା]

ବିଂଶଭୂଜର ବା ରାବଣର ପୁତ୍ର; ଇନ୍ଦ୍ରଜିତ Indrajit; the son of Rāvaṇa (who had twenty hands).

ବୋଇଲା ଶ୍ରବଣେ ସତୀ ବିନଶ୍ୟତି ଯେ ବିଂଶତି କରଜ ହେବ ଲକ୍ଷ୍ମଣ କରେ ଭଞ୍ଜ. ବୈଦେହୀଶବିଳାସ