Jump to content

ବିଂଶତିପ

ଉଇକିଅଭିଧାନ‌ରୁ

ବିଂଶତିପ

ଉଚ୍ଚାରଣ

[ସମ୍ପାଦନା]

(ବିଶତୀଶ; ବିଂଶତୀଶୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ—(ବିଂଶତି+ ପା ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

କୋଡ଼ିଏଟି ଗ୍ରାମର ଅଧିପତି ବା ଜମିଦାର —The lord of twenty villages.