ବିଂଶୋତ୍ତରୀ
ଦେଖଣା
ବିଂଶୋତ୍ତରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବିଂଶୋତ୍ତର+ ଈ)
[ସମ୍ପାଦନା]ଫଳିତ ଜ୍ୟୋତିଷ ଗଣନାକ୍ରମେ ମନୁଷ୍ୟର ଆୟୁ ୧୨: ବର୍ଷ ଗଣନା କରା ଯିବା ରୀତି —An astrological scale in which a man's life is calculated to consist of ୧୨୦ years.
[ଦ୍ରଷ୍ଟବ୍ୟ —ଏହା ୧୨: ବର୍ଷରେ ନବଗ୍ରହମାନଙ୍କ ଦଶା ନିମ୍ନଲିଖିତ ରୂପେ ଯଥାକ୍ରମେ ଗଣା ଯାଏ—ରବି ଦଶା—୬ ବର୍ଷ, ଚନ୍ଦ୍ର ୧ ମଙ୍ଗଳ—୭, ରାହୁ—୧୮: ; ବୃହସ୍ପତି—୧୬: ; ଶନି—୧୯: , ବୁଧ— ୧୭: ; କେତୁ—୭; ଶୁକ୍ର—୨ବର୍ଷ]