ବିଅଁ
ଦେଖଣା
ବିଅଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଅଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୁନ୍ଦୁରା ବା ହେଁସ ବୁଣିବା ପାଇଁ ବ୍ୟବହୃତ ବାଣି— ଦଉଡ଼ିକୁ ଯଥାସ୍ଥାନରେ ରଖିବା ନିମନ୍ତେ ଘରାଯୁକ୍ତେ ଦଣ୍ଡ — ୧. The long pole graduated to regulate the strings while weaving a mat.
- ୨. କଟିଠାରୁ ବେକମୁଣ୍ଡା ପର୍ଯ୍ୟନ୍ତ ଥିବା ଅସ୍ଥି; ବେଏଁ ଶିରା ହାଡ଼ —୨. Backbone.
କିଆଁ ମାଉଁସକୁ ବ୍ରାହ୍ମଣ ଯେବେ ଗାଏ ନରକେ ଶବ୍ଦ ଜନ୍ମ ଯାଏ ପଡ଼ିଥାଏ—କୃଷ୍ଣସିଂହ. ମହାଭାରତ. ଶାନ୍ତି