Jump to content

ବିଆଣ

ଉଇକିଅଭିଧାନ‌ରୁ

ବିଆଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ଇତର) ବିଶେଷ୍ୟ - (ସଂସ୍କୃତ - ବୀ ଧାତୁ=ଗର୍ଭ ଗ୍ରହଣ କରିବା; କିମ୍ୱା ସଂସ୍କୃତ - ବିଜନନ)

[ସମ୍ପାଦନା]
୧. ଜନନ କ୍ରିୟା; ବୋଇବା; ସନ୍ତାନ ପ୍ରସବ କରିବା — ୧. Giving birth; act of delivery of a child.

ବିଆଣ ଦଶ ଦିନ ନ ଯିବାର ଗାଈ ନାରୀ, ମେଷୀ, ଗର୍ଦ୍ଦଭୀ, ମୃଗୀ, ଛାଗୀ ଏହି ଦୁଗ୍ଧମାନ ଅପେୟ ଅଟେ ବ୍ରାହ୍ମଣର ପିଇଲେ ଦୋଷ ନିଶ୍ଚେଁ ହୁଏ ନରବର କୃଷ୍ଣସିଂହ. ମହାଭାରତ. ଶାନ୍ତି

୨. ସନ୍ତାନ ସନ୍ତତି —୨. Offspring.

(ଯଥା—ତାର ଘୁଷୁରି ବିଆଣ ପରି ଫଉଦ ମାଡ଼ି ଯାଉ— ଛନ୍ତି)