Jump to content

ବିଆଣୀ

ଉଇକିଅଭିଧାନ‌ରୁ

ବିଆଣୀ

ଉଚ୍ଚାରଣ

[ସମ୍ପାଦନା]

(ବିଆଣିଆଁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ବିଜନୟିତ୍ରୀ)

[ସମ୍ପାଦନା]

ପ୍ରସବକାରିଣୀ — Bringing forth children.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା—ବରଷ ବିଆଣୀ, ଏକ ବିଆଣୀ ଇତ୍ୟାଦି]