Jump to content

ବିଆଳି

ଉଇକିଅଭିଧାନ‌ରୁ

ବିଆଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ରୀହି ଧାନ୍ୟ=ଆଶୁ ଧାନ୍ୟ)

[ସମ୍ପାଦନା]

ଆଶୁ ଧାନ୍ୟ; ଶୀଘ୍ର ଫଳିବା ଏକ ପ୍ରକାର ଧାନ — The Aus paddy; the early paddy; autumn paddy.

[ଦ୍ରଷ୍ଟବ୍ୟ —ଏହା ବୁଣା ହେବାର ତିନି ମାସ ମଧ୍ୟରେ ପାଚେ ଏ ଧାନ ବର୍ଷା ଦିନରେ ବୁଣା ହୋଇ ଶରତ୍କାଳ ପୂର୍ବରୁ ପାଚେ ଏ ଧାନ ନିକୃଷ୍ଟ ଓ ଢିପ ଜମିରେ ହୁଏ, ଏହା ଦୁଇ ପ୍ରକାର ଯଥା— ୧ (ଲଘୁ) ଷାଠିଆ, ଦୁଧସରା, କଳାସୁରି, ନିଆଳି, ହାଡ଼ୁଆ ୨ (ବଡ଼) ବକ୍ରି, ଇଙ୍କ୍ରି, ମାଧିଆ, ନାରଦା, ପାର୍ବତିଆ, ଗୋବରା, ବାଳବନକି, କନ୍ଧା, କଖାରୁଆ, ଚମ୍ପା, ଚାଉଳି, ଜୀରେଇ, ଶିଆଳି]