ବିକଚ୍ଛ
ଦେଖଣା
ବିକଚ୍ଛ
ଉଚ୍ଚାରଣ
[ସମ୍ପାଦନା](ବିକଚ୍ଛା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବି=ନାହିଁ+କଛ=କଛା ଯାହାର)
[ସମ୍ପାଦନା]- ୧. ଯେ କଛା ମାରି ଲୁଗା ପିନ୍ଧି ନଥାଏ; କଚ୍ଛ ହୀନ —୧. Wearing the loin-cloth without tucking down one end there of along the privities.
- ୨. ଯେଉଁ ନଦୀର ଦୁଇ କୂଳରେ କାଦୁଆ ଜମି ନ ଥାଏ (ହିନ୍ଦୀ - ଶ.) —୨. (a river) Having no mud bank on both the shores.