Jump to content

ବିକଟାକାର

ଉଇକିଅଭିଧାନ‌ରୁ

ବିକଟାକାର

ଉଚ୍ଚାରଣ

[ସମ୍ପାଦନା]

(ବିକଟାକୃତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିକଟ+ ଆକାର)

[ସମ୍ପାଦନା]

କରାଳ ଆକୃତି — Horrid appearance.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଭୟଙ୍କର ଆକୃତି— ବିଶିଷ୍ଟ —Of frightful appearance; hideous.