Jump to content

ବିକଟାନନ

ଉଇକିଅଭିଧାନ‌ରୁ

ବିକଟାନନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା; ବିକଟ+ ଆନନ) କୁତ୍ସିତ ବା ଭୟଙ୍କର ମୁଖ —Horrible or hideous face.
୨. (ବହୁବ୍ରୀହି)—ଧୃତରାଷ୍ଟ୍ରଙ୍କର ଏକ ପୁତ୍ର —Name of a son of Dhṛutarāsh ṭra.
(ବିକଟାନନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହା ମୂହଁ ଦେଖିବାକୁ ଭୟଙ୍କର —Having a horrid face.