Jump to content

ବିକତ୍ଥନ

ଉଇକିଅଭିଧାନ‌ରୁ

ବିକତ୍ଥନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି=ବିପରୀତ+କତ୍ଥ ଧାତୁ=ପ୍ରଶଂସା କରିବା+ଭାବ. ଅନ; +ଆ)

[ସମ୍ପାଦନା]
୧. ଆତ୍ମ ପ୍ରଶଂସା; ଆତ୍ମଶ୍ଳାଘା —୧. Self praise; bragging.
୨. ବୃଥା ସ୍ତୁତି —୨. Vain glory; flattery.

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସ୍ତ୍ରୀ)—(+ କର୍ତ୍ତୃ. ଅନ)

ଆତ୍ମଶ୍ଳାଘାକାରୀ — ୩. Arrogant; vain glorious.