ବିକନ୍ଦି
ଦେଖଣା
ବିକନ୍ଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିସନ୍ଧି)
[ସମ୍ପାଦନା]ଦୁଇ ଘରର ବା କାନ୍ଥର ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ସ୍ଥାନ; ଗୁପ୍ତ ସ୍ଥାନ —Narrow space or covert lane between two houses or walls; secret hiding place.
[ଦ୍ରଷ୍ଟବ୍ୟ —ଏ ଶବ୍ଦ କନ୍ଦି ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ ଯଥା—କନ୍ଦି ବିକନ୍ଦି; ଢୁଳ ସନ୍ଧି ବିସନ୍ଧି]