Jump to content

ବିକମ୍ପ

ଉଇକିଅଭିଧାନ‌ରୁ

ବିକମ୍ପ

ଉଚ୍ଚାରଣ

[ସମ୍ପାଦନା]

(ବିକମ୍ପନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବି=ଅତ୍ୟନ୍ତ+କମ୍ପ)

[ସମ୍ପାଦନା]

ବେପଥ; ଅତିଶୟ କମ୍ପନ; ବରଡ଼ାପତ୍ର ପରି ଥରିବା —Violent trembling.