Jump to content

ବିକର୍ଣ୍ଣ

ଉଇକିଅଭିଧାନ‌ରୁ

ବିକର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବି=ବିରହିତ+କର୍ଣ୍ଣ. ଯାହାର)

[ସମ୍ପାଦନା]
୧. କର୍ଣ୍ଣବିରହିତ —୧. Earless; destitute of the ears.
୨. ଶ୍ରବଣଶକ୍ତିରହିତ; କାଲ —୨. Deaf.

ବିଶେଷ୍ୟ -

[ସମ୍ପାଦନା]
୧. ଦୁର୍ଯ୍ୟୋଧନର ଏକ ଭାଇ —୧. Name of one of the brothers of Durj̄yodhana.
୨. ରାଜା କର୍ଣ୍ଣଙ୍କର ଏକ ପୁତ୍ର (ହିନ୍ଦୀ - ଶ.) —୨. Name of a son of king Karṇṇa.
୩. ଏକପ୍ରକାର ବାଣ (ହିନ୍ଦୀ - ଶ.) —୩. A kind of arrow.