Jump to content

ବିକର୍ଣ୍ଣକ

ଉଇକିଅଭିଧାନ‌ରୁ

ବିକର୍ଣ୍ଣକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି= ନାହିଁ+ କର୍ଣ୍ଣିକା=କେଶର+କ)

[ସମ୍ପାଦନା]

କେଶର ବିହୀନ (ପୁଷ୍ପ) —(a flower) Having no filaments.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ଗ୍ରନ୍ଥିପର୍ଣ୍ଣୀ (ହିନ୍ଦୀ - ଶ.) —୧. A kind of herb.
୨. ଶିବଙ୍କ ଗଣବିଶେଷ —୨. A class of Ṡiba's attendants.