ବିକର୍ମ
ଦେଖଣା
ବିକର୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବି=ମନ୍ଦ, ନିଷିଦ୍ଧ+କର୍ମନ୍)
[ସମ୍ପାଦନା]ନିଷିଦ୍ଧ କର୍ମ — Forbidden act.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଦୁରାଚାରୀ —Of bad conduct.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କର୍ମ ଦୋଷ; ଦୁର୍ଭାଗ୍ୟ —Ill luck.
ବିକର୍ମାରୁ ମୋର ହେଜି—ବରାରୋହା ଏମନ୍ତ ଭାବକୁ ଅଛୁ ଭଳି ଭଞ୍ଜ. ବୈଦେହୀଶବିଳାସ