Jump to content

ବିକର୍ଷଣ

ଉଇକିଅଭିଧାନ‌ରୁ

ବିକର୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ଆକର୍ଷଣ—ବିପରୀତ)

ସଂସ୍କୃତ - ବି—(ବି=ବିପରୀତ+କର୍ଷଣ=ଟାଣିବା)

[ସମ୍ପାଦନା]
୧. ବିପରୀତ ଦିଗକୁ ଟାଣିବା —୧. Pulling asunder.
୨. ଆକର୍ଷଣର ବିପରୀତ — ୨. Counter—attraction.
୩. (ବି= ଅତ୍ୟନ୍ତ+ କର୍ଷଣ)—ଆକର୍ଷଣ — ୩. Attraction; pulling.