Jump to content

ବିକଳାଙ୍ଗ

ଉଇକିଅଭିଧାନ‌ରୁ

ବିକଳାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ବିକଳାଙ୍ଗୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ବିକଳ=ହ୍ରାସପ୍ରାପ୍ତ ବା ଅବଶ ହୋଇଅଛି ଅଙ୍ଗ ଯାହାର)

[ସମ୍ପାଦନା]
୧. ଯାହାର କୌଣସି ଅଙ୍ଗ ନାହିଁ; ହୀନାଙ୍ଗ; କୌଣସି ଗୋଟିଏ ଅଙ୍ଗହୀନ —୧. Maimed; multilated; deformed; crippled.
୨. ଯାହାର କୌଣସି ଅଙ୍ଗ ଅବଶ ହୋଇଅଛି —୨. With any limb out of order or paralysed.

[ଦ୍ରଷ୍ଟବ୍ୟ —କୋଢ଼ିଆ, ଛୋଟା, କେମ୍ପା, କୁଜା, କଣା ଓ ଅନ୍ଧ ଏହି ଶ୍ରେଣୀର ଅନ୍ତର୍ଗତ]