Jump to content

ବିକଳିତ

ଉଇକିଅଭିଧାନ‌ରୁ

ବିକଳିତ

ଉଚ୍ଚାରଣ

[ସମ୍ପାଦନା]

(ବିକଳିତେ—ଅନ୍ୟରୂପ)

  • (file)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ବିକଳ; ବ୍ୟାକୁଳ)

[ସମ୍ପାଦନା]

ବିକଳ ହୋଇ — Afflictedly; being too much embarassed.

ବିକଳିତେ ପୃଥିବୀ ଭାବେ—ଭଞ୍ଜ, ବୈଦେହୀଶବିଳାସ

ବିଶେଷଣ -

[ସମ୍ପାଦନା]
୧. କଳ୍ପନାତୀତ —୧. Beyond imagination.
୨. ବିକଳ; ବ୍ୟାକୁଳ —୨. Afflicted; distressed.

(୧+୨) ବିକଳିତ ରଞ୍ଜନ, ବିକଳିତ ହେଲେ ଜନ— ଭଞ୍ଜ. ବୈଦେହୀଶବିଳାସ