Jump to content

ବିକଳେନ୍ଦ୍ରିୟ

ଉଇକିଅଭିଧାନ‌ରୁ

ବିକଳେନ୍ଦ୍ରିୟ

ଉଚ୍ଚାରଣ

[ସମ୍ପାଦନା]
(ବିକଳେନ୍ଦ୍ରିୟ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବିକଳ ହୋଇଅଛି ଇନ୍ଦ୍ରିୟ ଯାହାର)

[ସମ୍ପାଦନା]

ଯାହାର କୌଣସି ଇନ୍ଦ୍ରିୟ ଅବଶ ହୋଇଅଛି —୧. With any organ paralysed or out of order.

(ଯଥା—କଣା, କାଲ, ଖନା)

୨. ଇନ୍ଦ୍ରିୟ ଶକ୍ତିରହିତ —୨. Impotent; paralysed.
୩. ବିକଳାଙ୍ଗ —୩. Destitute of any particular limbs; maimed.
୪. ଅବସନ୍ନ; କ୍ଷୁଧା ବା ଶୋକ ଆଦି ଯୋଗୁଁ ଯାହାର ଇନ୍ଦ୍ରିୟମାନଙ୍କ ଶକ୍ତି ଅବଶ ହୋଇଅଛି; ହାତ ଗୋଡ଼ ଚଳୁ ନ ଥିବା —୪. Paralysed through hunger or grief.