ବିକଳ୍ପ
ଦେଖଣା
ବିକଳ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି= ବିପରୀତ; ବିଭିନ୍ନ+କଳ୍ପ=କଳ୍ପନା, ବିଧି)
[ସମ୍ପାଦନା]- ୧. ପରିବର୍ତ୍ତ କଳ୍ପନା ବା ଅନୁମାନ —୧. Guess; fancy; imagination.
- ୨. ବିପରୀତ କଳ୍ପନା — ୨. Contrary conception or idea.
- ୩. ଇଚ୍ଛାନୁ— ଯାୟୀ କଳ୍ପନା —୩. Optional conception.
- ୪. ନାନାପ୍ରକାର କଳ୍ପନା —୪. Various conceptions.
- ୫. ସନ୍ଦେହ —୫. Doubt.
- ୬. ଭ୍ରମ, ଭ୍ରାନ୍ତି —୬. Mistakke; delusion.
- ୭. (ବ୍ୟାକରଣ) କୌଣସି ପଦର ଦ୍ୱୈଧରୂପ ବା ଅନ୍ୟବିଧରୂପ; ବିଭାଷା — ୭. (grammer) Optional or alternative form; option.
- ୮. ଅର୍ଥାଳଙ୍କାରବିଶେଷ —୮. A figure in Rhetoric in which words having two senses are used, out of which the person addressed to will understand one sense or the other if he is so inclined.
[ଦ୍ରଷ୍ଟବ୍ୟ —ବାସ୍ତବି ବିରୁଦ୍ଧ ପଦାର୍ଥ ଦ୍ୱୟର ତୁଲ୍ୟବଳ କଳ୍ପନା—ଦ୍ୱାରା ଏକ କ୍ରିୟାର ସହିତ ସମ୍ୱନ୍ଧ ପ୍ରଦର୍ଶନର ନାମ ବିକଳ୍ପାଳଙ୍କାର ଯଥା ===
ବାବୁ ନାକଶିରୀଦାନ ଯୋଗ୍ୟ ଯୋଷାକୁ ବିହର ତାନ ନକର ଆଲିଙ୍ଗନକୁ—ଭଞ୍ଜ. ବୈଦେହୀଶବିଳାସ