Jump to content

ବିକଳ ଧ୍ୱନି

ଉଇକିଅଭିଧାନ‌ରୁ

ବିକଳ ଧ୍ୱନି

ଉଚ୍ଚାରଣ

[ସମ୍ପାଦନା]

(ବିକଳ ନାଦ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ୟାକୁଳ ଶବ୍ଦ —୧. Pitiable sound; piteous wail.
୨. (ବି+କଳ ଧ୍ୱନି)— ପକ୍ଷୀମାନଙ୍କର ଅବ୍ୟ୍ୟକ୍ତ ମଧୁର ଧ୍ୱନି —୨. Sweet carol or cooing of birds.

(୧+୨) ବିକଳ ଧ୍ୱନିରେ ଲୋକ ସୁମନ ଭ୍ରମରେ ମେଳ କିଶରଥ ଏମନ୍ତ କଥିତ ଭଞ୍ଜ. ବୈଦେହୀଶବିଳାସ