Jump to content

ବିକଳ ହେବା

ଉଇକିଅଭିଧାନ‌ରୁ

ବିକଳ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅତି ବ୍ୟସ୍ତ ହେବା — ୧. To be in a pitiable condition.


ଅନୁବାଦ

[ସମ୍ପାଦନା]
୨. ଦୁଃଖରେ ଛଟପଟ ହେବା; ଦୁଃଖରେ ଅସ୍ଥିର ହେବା —୨. To be restless in agony.
୩. ଅତି କାତର ହୋଇ କାନ୍ଦିବା — ୩. To bewail; to lament pitiably.